Jump to content

ବାସ୍ତବରେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଅର୍ଥ : ଯଥାର୍ଥରେ , ପ୍ରକୁତରେ

ଉଦାହରଣ : ବାସ୍ତବରେ ସେ ଜଣେ ମହାନ ବ୍ୟକ୍ତି ବାସ୍ତବରେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ବାସ୍ତବ)

[ସମ୍ପାଦନା]
୧. ପ୍ରକୃତରେ — ୧. Actually.
୨. ଯଥାର୍ଥରେ —୨. Really.
୩. ସତେ —୩. Truly.