ବାହାଳି
ବାହାଳି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବାଉଳି, ବାଳି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଖେଳିବା ନିମନ୍ତେ ଉପଯୁକ୍ତ ଭଲ କଉଡ଼ି — ୧. Excellent cowries for the purpose of playing games with.
- ୨. ଏକପ୍ରକାର କଉଡ଼ି ଖେଳ —୨. A kind of game at cowries.
ବିଶେଷଣ -[ସମ୍ପାଦନା]
- ୧. (ସଂସ୍କୃତ - ବହ ଧାତୁ ଣିଚ) ଯେ କଉଡ଼ି ଖେଳରେ କୁଉଡ଼ିକୁ ଚାଳେ —୧. A player who moves the cowrise on the play-board.
- ୨. ଯେ ନାବ— ଆଦିକୁ ବାହେ ଅର୍ଥାତ୍ ଚାଳିତ କରାଏ —୨. Boatman.