ବାହିଆ

ଉଇକିଅଭିଧାନ‌ରୁ

ବାହିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବାଇଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହ୍ ଧାତୁ)[ସମ୍ପାଦନା]

୧. ଧାନ ହଳକୁ ଉପର୍ଯ୍ୟୁପରି ଏକଦିଗକୁ ଅଗ କରି ରଖିବା ଗଦା —୧. A heap of paddy sheaves, one sheaf deep.
୨. (ସଂସ୍କୃତ - ବାହୁ) ବୃକ୍ଷର ବଡ଼ ଶାଖ — ୨. Big branch of a tree.