ବାହି ଆସିବା

ଉଇକିଅଭିଧାନ‌ରୁ

ବାହି ଆସିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - କ୍ରିୟାପଦ - (ମାଦଳା ପାଞ୍ଜି)[ସମ୍ପାଦନା]

ସୈନ୍ୟ ସହିତ ଯୁଦ୍ଧକୁ ଅଗ୍ରସର ହେବା; ସୈନ୍ୟ ସହ ଆକ୍ରମଣ କରିବା — To march into a country with one's army.