ବାହୁ

ଉଇକିଅଭିଧାନ‌ରୁ

ବାହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଉ)[ସମ୍ପାଦନା]

୧. ହସ୍ତ; ଭୂଜ —୧. Hand; arm.

[ଦ୍ରଷ୍ଟବ୍ୟ —କାନ୍ଧଠାରୁ ଆଙ୍ଗଠିଅଗ ପର୍ଯ୍ୟନ୍ୟ ଅଂଶକୁ ବାହୁ କୁହାଯାଏ]

୨. ବାହା —୨. The upper arm.

[ଦ୍ରଷ୍ଟବ୍ୟ —କାନ୍ଧ ଠାରୁ କହୁଣି ପର୍ଯ୍ୟନ୍ତ ହାତର ଅଂଶକୁ ମଧ୍ୟ ବାହୁ ବୋଲାଯାଏ]

୩. ଜ୍ୟାମିତି ଷେତ୍ରରେ ସୀମା ରେଖା —୩. The side of a geometrical figure.
୪. ତ୍ରିଭୂଜର ପାର୍ଶ୍ୱ ରେଖା —୪. The arms of a triangle.

[ଦ୍ରଷ୍ଟବ୍ୟ —ତ୍ରିଭୂଜର ନିମ୍ନ ରେଖାକୁ ଭୂମି ବୋଲା ଯାଏ ବାହୁଶବ୍ଦ ବହୁବ୍ରୀହ ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଲାଗି ବିଶେଷଣ ପଦ ସୃଷ୍ଟି କରେ, ଯଥା—ସମବାହୁ, ସମଦ୍ୱ ବାହୁ, ମହାବାହୁ, ଛିନ୍ନବାହୁ, ବିଷମବାହୁ, ପରାକ୍ରମବାହୁ ଇତ୍ୟାଦି]