Jump to content

ବାହୁଦା

ଉଇକିଅଭିଧାନ‌ରୁ

ବାହୁଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନଦୀବିଶେଷ —୧. Name of a river.
୨. ରାଜା ପରୀକ୍ଷିତଙ୍କ ପତ୍ନୀ (ହିନ୍ଦୀ - ଶ) — ୨. Name of the wife of King Parīkshita.

ବିଶେଷଣ - (ସ୍ତ୍ରୀ) (ଓଡ଼ିଆ କାବ୍ୟରେ ପ୍ରୟୋଗ)

[ସମ୍ପାଦନା]

ଯେ ଅନ୍ୟକୁ ନିଜର ବାହୁ ଧରିବାକୁ ବ଼ଢ଼ାଇ ଦିଏ —(a woman) Extending her arm to another to support it.

ବିହରି ନର୍ମଦା ଘେନି ନର୍ମଦା—ବାହୁଦା ପ୍ଳବନେ କାନ୍ତି ବାହୁଦା— ଭଞ୍ଜ. ବୈଦେହୀଶବିଳାସ