ବିଆଁତକ

ଉଇକିଅଭିଧାନ‌ରୁ

ବିଆଁତକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

୧. ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସ୍ତ୍ରୀ—କୌଣସି ସନ୍ତାନର ଜନ୍ମକର୍ତ୍ତ୍ରୀ ସ୍ତ୍ରୀ; ଜନୟିତ୍ରୀ —A woman who has given birth to a particular child.
୨. ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ—ରାଜାନ୍ତଃପୁରର ଯେଉଁ ଦାସୀ ରାଜାଙ୍କ ଔରସରେ ଗର୍ଭବତୀ ବା ସନ୍ତାନବତୀ
ହୁଏ —୨. The maid servant in the harem of a Rājā who is his mistress and becomes a mother.

୩. ଅଳ୍ପ ଦିନ ହେଲା ସନ୍ତାନ ପ୍ରସବ କରିଥିବା ସ୍ତ୍ରୀ; ପୋଖତୀ ସ୍ତ୍ରୀ —୩. A woman who has been recently delivered of a child.