Jump to content

ବିକିବା

ଉଇକିଅଭିଧାନ‌ରୁ

ବିକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ବିକା(କେ)ଇବା—ଣିଜନ୍ତ]

(କିଣିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ବି+କ୍ରା ଧାତୁ)[ସମ୍ପାଦନା]

ମୂଲ୍ୟ ଗ୍ରହଣ କରି ଅନ୍ୟକୁ କୌଣସି ବସ୍ତୁ ଦେବା; ବିକ୍ରୟ କରିବା —To sell; to vend.

(ଉଦାହରଣ—ଯେ ଧନ ଅର୍ଥେ ବକେ ପ୍ରାଣ ତାହାର କାହିଁ ପରିତ୍ରାଣ ଜଗନ୍ନାଥ. ଭାଗବତ) (ଯଥା— ନାମ ବିକିବା, ଜାତି ବିକିବା, ହୃଦୟ ବିକିବା, ପ୍ରାଣ ବିକିବା, କନ୍ୟା ବିକିବା— ଇତ୍ୟାଦି)