ବିକିରଣ
ଦେଖଣା
ବିକିରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+କୃ ଦାତୁ=ବିକ୍ଷେପ କରିବା+ଭାବ. ଅନ)
[ସମ୍ପାଦନା]- ୧. ବିକ୍ଷେପକରଣ; ଏଣେ ତେଣେ ଫୋଫାଡ଼ି ବୁଣି ହେବା; ବିଞ୍ଚି ଦେବା —୧. Scattering about; dispersion.
- ୨. ବିସ୍ତାରକରଣ —୨. Spreading.
- ୩. (ବିଜ୍ଞାନ ପରିଭାଷା)—କୌଣସି ଉତ୍ତପ୍ତ ଦ୍ରବ୍ୟରୁ ତାପ ଚାରି ଆଡ଼େ ବିଞ୍ଚି ହୋଇଯିବା —୩ (physics) Diffusion of heat from any heated body.
ବିଣ—(ବି=ବିଗତ, ନାହିଁ+ କିରଣ ଯାହାର)
[ସମ୍ପାଦନା]କିରଣହୀନ —Rayless.