Jump to content

ବିଚାର କରିବା

ଉଇକିଅଭିଧାନ‌ରୁ

ବିଚାର କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିବେଚନା କରିବା —୧. To deliberate,
୨. ଚିନ୍ତା କରିବା —୨,To think,
୩. ବିପକ୍ଷଙ୍କ ମଧ୍ୟରେ ବିବାଦ ବୁଝିବା — ୩. To adjudicate between two anta-gonists.
୪. ମକଦ୍ଦମା ବୁଝିବା —୪. To judge; to try a case.