ବିଛଣା
ଦେଖଣା
ବିଛଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବିସ୍ତାରଣ)
[ସମ୍ପାଦନା]- ୧. ଶୋଇବାର ଆସ୍ତରଣ; ଶଯ୍ୟା —୧. Bad; beding.
- ୨. ବହୁଲୋକ ବସିବାର ବଡ଼ ଆସନ —୨. A big seat or mat for many people.
ପ୍ରାଦେଶିକ -(ସମ୍ୱଲପୁର ଓ ଗଡଜାତ) ବିଶେଷ୍ୟ -
[ସମ୍ପାଦନା]ବିଞ୍ଚଣୀ ମହୁ ଫେଣା; ଛୋଟ ମହୁ ଫେଣା —Small fan-shaped honeycomb.