ବିଜ୍ଞାନୀ

ଉଇକିଅଭିଧାନ‌ରୁ

ବିଜ୍ଞାନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଣପୁଲିଙ୍ଗ -[ସମ୍ପାଦନା]

୧. ଜ୍ଞାନବାନ୍ —୧. Wise.
୨. ବିଜ୍ଞାନ ସମ୍ୱନ୍ଧେ ବିଶିଷ୍ଟ ଜ୍ଞାନୀ —୨. Expert in any science.
୩. ପଣ୍ଡିତ —୩. Learned.

ଦେଶଜ - ବିଶେଷଣ -[ସମ୍ପାଦନା]

ଜ୍ଞାନଶୂନ୍ୟ; ମୁର୍ଖ —Devoid of knowledge; ignorant.

(ଉ—ବିଜ୍ଞାନୀ କୈବର୍ତ୍ତି ଧୋଇଲା, ବିଶ୍ୱେ ପତିତ ପାବନ ନାମ ରହିଲା ଭଞ୍ଜ. ବୈଦେହୀଶବିଳାସ)