ବିଜୟ ପ୍ରତିମା

ଉଇକିଅଭିଧାନ‌ରୁ

ବିଜୟ ପ୍ରତିମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିଜେ ପ୍ରତିମା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଠାକୁରଙ୍କର ଚଳନ୍ତି ପ୍ରତିମା —The move able image of a Deity, whose idol is immoveable on account of the massiveness of the latter.

[ଉ—ଏହିରୂପେ ରାଜ—ସୂତେ ନୁରୁପୁର ଦକ୍ଷିଣ ଭାଗେ, ହତ ହେଲେ ଦେବୀ କରାଳୀ ବିଜୟ—ପ୍ରତିମା ଆଗେ ରାଧାନାଥ. ଉଷା]