ବିଞ୍ଚିଣି ମହୁମାଛି
ଦେଖଣା
ବିଞ୍ଚିଣି ମହୁମାଛି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ମହୁମାଛି —Apis Floria
[ ଦ୍ର—ଏମାନେ ବାଘରା ମହୁମାଛିଙ୍କ ଠାକୁ ଛୋଟ ଓ ନିଭୁଟୀ ମହୁମାଛିଙ୍କଠାରୁ ବଡ଼ ଏମାନେ ଛୋଟ ଗଛରେ ଫେଣୀ ବାନ୍ଧନ୍ତି ଏମାନଙ୍କର ନାହୁଡ଼ ନାହିଁ ଓ ଏମାନଙ୍କ ମହୁ ବାଘର ମହୁମାଛିଙ୍କ ମହୁ ଅପେକ୍ଷା ଅଳ୍ପ ଓ ତରଳ; ଏମାନଙ୍କ ଫେଣା ଛୋଟ ବିଞ୍ଚଣା ଆକାରର ହେବାରୁ ଏମାନଙ୍କୁ ବିଞ୍ଚିଣି ମହୁମାଛି ବୋଲା ଯାଏ ]