ବିଟ

ଉଇକିଅଭିଧାନ‌ରୁ

ବିଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଟ୍ ଧାତୁ=ଗାଳି ଦେବା; ଶଦ୍ଦ କରିବା +କର୍ତ୍ତୃ. ଅ)[ସମ୍ପାଦନା]

୧. ଲମ୍ଫଟ; କାମୁକ —୧. A lecher; an adulterer; a fornicator.
୨. ଉପପତି; ଇଆର —୨. A paramour.
୩. କପଟ —୩, Hypoericy; decsit.
୪. ଧୂର୍ତ୍ତ ବ୍ୟକ୍ତି —୪. A rogue.
୫. କାମଶାସ୍ତ୍ରବେତ୍ତା — ୫. A person well versed in the amatory science.
୬. ପର୍ବତବିଶେଷ —୬. Name of a mountain.
୭. ପକ୍ଷୀ —୭. Bird.
୮. ଏକପ୍ରକାର ଖନିଜ ଦୁର୍ଗନ୍ଧମୟ ଲବଣ; କଳା ଲବଣ; ଖଣ୍ଡ ଲବଣ — ୮. A kind of salt; black salt; foetid salt
୯. ନାରଙ୍ଗ ଗଛ —୯. Orange tree.
୧. ମୂଷିକ —୧୦. Rat.
୧୧. ବିସ୍ତାର —୧୧. Divergence; axpansion.
୧୨. ପାକଡ଼ା ବା ପାଖରା ଖଇର; ପାଉଁଶିଆ ଖଇର —୧୨. Brown catechu.
୧୩. କାବ୍ୟାଦିରେ ବର୍ଣ୍ଣିତ ନାୟକବିଶେଷ —୧. A class of heroes in fiction or romance; a dissolute and spandthrift person,

[ ଦ୍ର—ସାହିତ୍ୟ ଦର୍ପଣ ମତରେ ଯେଉଁ ନାୟକ ବିଷୟ ଭୋଗ ଯୋଗୁଁ ଆପଣାର ସବୁ ସମ୍ପତ୍ତି ନଷ୍ଟ କରେ, ଭାରୀ ଧୂର୍ତ୍ତ. ବେଶଭୂଷାରେ ଆଡ଼ମ୍ୱର କରେ ଓ କଥାରେ ଭାରି ଚତୁର ତାହାକୁ ବିଟ ବୋଲାଯାଏ—ହିନ୍ଦୀ - ଶ. ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁଲାଙ୍ଗଗଡ଼ି ବା ମାର୍ବଲ୍ ଖେଳରେ ବ୍ୟବହୃତ ମାରବଲ୍ ଆଦି ଗୋଲାକାର ବସ୍ତୁ —Marbles or nuts used in the game of marbles.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବୀଡ଼୍=ମାଳା)[ସମ୍ପାଦନା]

୧. କାଠର ବା ଧାତୁର ଲମ୍ୱ, ବର୍ତ୍ତୂଳ ଓ ସରୂଆ ପଟି (ଯାହା ପଟାର ଧଡ଼ିରେ ଲମ୍ୱ ହୋଇ ମରାଯାଏ) —୧. A convex strip of metal or wood put on the frieze of a plate.
୨. (ଇଂରାଜୀ - ବୀଡ଼୍=ମାଳା) କାନ୍ଥ ଆଦିର କାନୁସଠାରୁ ଖଣ୍ଡଦୂର ଛାଡ଼ି ତଳେ ଚୂନର ଯେଉଁ ସରୁ ପଟି ରଚିତ ହୁଏ —୨. An astragal.