ବିଡ଼ଙ୍ଗ
ଦେଖଣା
ବିଡ଼ଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଡ଼୍ ଧାତୁ=ଭେଦ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଅଙ୍ଗ)
[ସମ୍ପାଦନା]- ୧. ନାତି ବୃହତ୍ ଗୁଳ୍ମ ବିଶେଷ —୧. Embellia Ribes.
[ ଦ୍ର—ଏହା ଲଟେଇ ଲଟେଇ ମାଡ଼େ ଏହାର ପତ୍ର ରୋମହୀନ ଏହା ବୋମ୍ୱାଇ, ଆସାମ ଓ ବ୍ରହ୍ମ ଦେଶରେ ଜନ୍ମେ ]
- ୨. ବାଇବିଡ଼ଙ୍ଗ —୨. Embellia Robusta.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଅଭିଜ୍ଞ; ବିଜ୍ଞ —Learned; experienced.