Jump to content

ବିଡ଼ା ବିଡ଼ା

ଉଇକିଅଭିଧାନ‌ରୁ

ବିଡ଼ା ବିଡ଼ା

ଉଚ୍ଚାରଣ

[ସମ୍ପାଦନା]

(ବିଡ଼ାକୁ ବିଡ଼ା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଗୋଛା ପରେ ଗୋଛା (ଆଣିବା ବା ରଖିବା) — ୧. Sheaf after sheaf.
୨. ଗୋଛା ଗୋଛା ହୋଇ; ଗୁଚ୍ଛୀକୃତ ଭାବରେ — ୨. In sheaves.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -

[ସମ୍ପାଦନା]

ଅସ୍ତବ୍ୟସ୍ତ; ଅଡ଼ୁଆତଡ଼ୁଆ (ବାଳ) —Dishevelled and matted (hair).