ବିଣ୍ଡି ମାରିବା
ଦେଖଣା
ବିଣ୍ଡି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଣ୍ଡି ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧାନ କ୍ଷେତରେ ଫାଙ୍କ ଥିବା ସ୍ଥଳରେ ଧାନ ଗଛ ରୋଇ ଦେବା —୧. To transplants paddy plants in blank spaces of a field.
- ୨. ବୋତଲ ଆଦିର ମୁହଁ ବନ୍ଦ କରିବା —୨. To stop the mouth by a plug or gag or stopper.