ବିଦାୟ
ଦେଖଣା
ବିଦାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସ. ବିଶେଷ୍ୟ - (ବି+ଦା ଧାତୁ=ତ୍ୟାଗ କରିବା+ଭାବ. ଅ)
[ସମ୍ପାଦନା]- ୧. ଦାନ —୧. Giving away.
- ୨. ବିସର୍ଜନ — ୨. Relinquishing; abandonment.
ବୈଦେଶିକ - ବି— (ଆରବୀ - ବିଦାଆ=ଯିବା ପାଇଁ ଅନୁମତି)
[ସମ୍ପାଦନା]- ୧. ସ୍ଥାନାନ୍ତରକୁ ଯିବା ପାଇଁ ଦିଆଯିବା ଅନୁମତି — ୧. Farewell; permission to depart.
- ୨. କାର୍ଯ୍ୟରୁ ବରଖାସ୍ତ ହେବା; କର୍ମଚ୍ୟୁତି —୨. Dismissal from service.
- ୩. ସ୍ଥାନ ତ୍ୟାଗ —୩. Departure from a place.
- ୪. କାର୍ଯ୍ୟରୁ ସ୍ଥାୟୀ ଅବସର ଗ୍ରହଣ — ୪. Leave from service; retirement from service.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ବୈଦେଶିକ ହେଲେ ମଧ୍ୟ ସାଧୁଭାଷା ବ୍ୟବହାର ପ୍ରିୟ ବ୍ୟକ୍ତିମାନେ ଏଥି ସଙ୍ଗେ କାଳୀନ, ଗ୍ରହଣ, ସଙ୍ଗୀତ, ବାଷଣ ଆଦି ସଂସ୍କୃତ ଶବ୍ଦମାନ ଯୋଗ କରନ୍ତି]