ବିଦ୍ଧା

ଉଇକିଅଭିଧାନ‌ରୁ

ବିଦ୍ଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଦେହ ତମାମ କୁଣ୍ଡିଆ ବାହାରି ଯିବା, ଏକ ପ୍ରକାର କ୍ଷୁଦ୍ର ରୋଗ (ହିନ୍ଦୀ - ଶ) —A kind of disease in which eruptions come out over the whole body.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବିଧା (ଦେଖ) - —Bidhā (See)