Jump to content

ବିଦ୍ରୋହ

ଉଇକିଅଭିଧାନ‌ରୁ

ବିଦ୍ରୋହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଦ୍ରୁହ୍ ଧାତୁ = ହିଂସା କରିବା+ଭାବ ଅ)

[ସମ୍ପାଦନା]
୧. ପ୍ରଭୁଙ୍କର ବା ରାଜାଙ୍କର ବିରୋଧାଚରଣ —୧. Treason.
୨. ମେଳି —୨. Revolt; rebellion; mutiny.
୩. ବିଦ୍ୱେଷ —୩. Malice.