ବିଧି
ଦେଖଣା
ବିଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଧା ଧାତୁ+କର୍ତ୍ତୃ ଇ)
[ସମ୍ପାଦନା]- ୧. ପ୍ରଜାପତି; ବ୍ରହ୍ମା; ବିଧାତା —୧. Brahmā the Creator.
- ୨. ବିଷ୍ଣୁ — ୨. Bishṇu.
- ୩. ଭଗବାନ୍; ଈଶ୍ୱର —୩. God; Providence.
- ୪. ଦୈବ; ଭାଗ୍ୟ —୪. Fortune; luck; fate.
- ୫. (+ଭାବ. ଇ) ପଦ୍ଧିତ; କ୍ରମ — ୫. Step; procedure; style.
- ୬. ନିୟମ —୬. Rule; regulation.
- ୭. ନିୟୋଗ —୭. Precept; command; appointment.
- ୮. ଅନୁଷ୍ଠାନ —୮. Institution; act; deed.
- ୯. ପ୍ରଥା; ରୀତି — ୯. Custom; practice.
- ୧. ଆଚାର —୧୦. Usage.
- ୧୧. (+କରଣ ଇ) ଶାସ୍ତ୍ରବିଧାନ —୧୧. Religious precept.
- ୧୨. ପ୍ରକାର —୧୨. Sort; kind; mode; manner;
- ୧୩. ବିଧାନ —୧୩. Statute; formula.
- ୧୪. ଆଇନ୍ —୧୪. Law; legistation.
- ୧୫. ଆଚରଣ —୧୫. Conduct.
- ୧୬. ଉପାୟ; ପ୍ରଣାଳୀ —୧୬. Means; method; ways.
- ୧୭. ଯଜ୍ଞ —୧୭. Vedic sacrifice.
- ୧୮. ଲକ୍ଷଣ —୧୮. Mark; sign; badge.
- ୧୯. ସୂତ୍ର —୧୯. A clue.
- ୨. ସ୍ୱତଃସିଦ୍ଧ ବଚନ —୨୦. Axiom.
[ ଦ୍ର—କୌଣସି କାର୍ଯ୍ୟ କରିବା ନିମନ୍ତେ ଆଦେଶକୁ ତା ନିୟମକୁ 'ବିଧି' ଏବଂ କୌଣସି କାର୍ଯ୍ୟ କରିବାକୁ ମନା କରିଥିବା ନିୟମକୁ 'ନିଷେଧ' ବୋଲା ଯାଏ ]
- ୨୧. (+କର୍ମ. ଉ) ଅବସ୍ଥା —୨୧. Condition.
- ୨୨. ବ୍ୟାପାର —୨୨. Incident,
- ୨୩. ଗଜ— ଖାଦ୍ୟ —୨୩. The food of elephants (Apte)
- ୨୪. ସମୟ —୨୪. Time (Apte).
- ୨୫. ବୈଦ୍ୟ — ୨୫. Physician (Apte),
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶପଥ — ୧. Oath.
(ଉ—ବିଧି କରିଛି ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗୋ ଭଞ୍ଜ, ବୈଦେହୀଶ ବିଳାସ)
- ୨. ନିର୍ଦ୍ଦିଷ୍ଟ ପଦ୍ଧିତି ବା କ୍ରମ ଅନୁସାରେ କରା— ଯିବା ବ୍ରତ ଆଦି —୨. Any vow observed according to a fixed practice or procedure
- ୩. ରାଜ ଓ ଦେବତାଙ୍କର ବିଭିନ୍ନ ଦୈନୀକ ନୀତି ବା କ୍ରିୟାକଳାପ —୩. The different ceremonial rites observed in the case of kings and Deities.