ବିଧେୟ ପଦ

ଉଇକିଅଭିଧାନ‌ରୁ

ବିଧେୟ ପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ବ୍ୟାକରଣ) କ୍ରିୟାପଦ; କୌଣସି ବାକ୍ୟ—ଦ୍ୱାରା ବୁଝା ଯାଉଥିବା କାର୍ଯ୍ୟ ଯେଉଁ ପଦଦ୍ୱାରା ପ୍ରକାଶିତ ହୁଏ —୧. The predicate; the word in a proposition which expresses what is affirmed of a subject.
୨. ସମ୍ପାଦ୍ୟ ପଦ — ୨. A word which affirms a thing.