ବିନିଦ୍ର

ଉଇକିଅଭିଧାନ‌ରୁ

ବିନିଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିନିଦ୍ରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ବିଗତା+ନିଦ୍ରା)[ସମ୍ପାଦନା]

୧. ନିଦ୍ରା— ରହିତ —୧. Sleepless.
୨. ଜାଗରିତ — ୨. Awake.
୩. ଉନ୍ନିଳିତ —୩. Opened (not closed),
୪. ବିକାଶିତ —୩. Opened bloomed (as a flower).
୫. ପ୍ରକାଶିତ —୫. Manifested; disclosed; revealed.
୬. ସାବଧାନ — ୬. Cautious.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଅସ୍ତ୍ର ପ୍ରୟୋଗରେ ନିଦ୍ରିତ ବା ମୂର୍ଚ୍ଛିତ ବ୍ୟକ୍ତିର ନିଦ୍ରାଭଙ୍ଗ ବା ମୂର୍ଚ୍ଛାଭଙ୍ଗ କରାଇବା ଅସ୍ତ୍ରର ସଂହାରବିଶେଷ (ହିନ୍ଦୀ - ଶ) —A withdrawal of the effect of a weapon which has caused sleep or come.