ବିନିପତ
ଦେଖଣା
ବିନିପତ
ଉଚ୍ଚାରଣ
[ସମ୍ପାଦନା](ବିନିପାତକ—ବ୍ୟକ୍ତିବାଚକ ବିଶେଷଣ)
ସଂ, ବିଶେଷ୍ୟ - (ବି+ନି+ପତ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଅଧଃ— ପତନ —୧. Fall; fall from a high position; fall from virtue; downfall.
- ୨. ଅପମାନ; ଅବମାନନା
- ୩. ବଂଶକ୍ଷୟ - Extinction of a family.
- ୪. କ୍ଳେଶ; ଦୁଃଖ — ୪. Misery; distress; pain
- ୫. ମୃତ୍ୟୁ — ୫. Death.
- ୬. ଦୈବ ଦୁଃଖ —୬. Mishap; misfortune; accident.
- ୭. ବିନାଶ; ଧ୍ୱଂସ — ୭. Ruin; destruction
- ୮. ଘଟନା — ୮. Occurrence; happening