Jump to content

ବିପୁଳା

ଉଇକିଅଭିଧାନ‌ରୁ

ବିପୁଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିପୁଳ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପୃଥିବୀ —୧. The earth.
୨. ଆର୍ଯ୍ୟା—ଛନ୍ଦୋବିଶେଷ —୨. Name of a Sanskrit metre.
୩. ଦେବୀବିଶେଷ —୩. Name of a Goddess.

ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ବିପୁଳର ସ୍ତ୍ରୀଲିଙ୍ଗ —Feminine of Bīpuḻa.