ବିପ୍ରଲମ୍ଭ
ଦେଖଣା
ବିପ୍ରଲମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ପ୍ର+ଲଭ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. କଳହ; ବିବାଦ —୧. Dispute; wrangling.
- ୨. ପ୍ରତାରଣା; ଛଳନା —୨. Deceit; fraud.
- ୩. ବିରହ —୩. Separation.
- ୪. ବିୟୋଗ —୪. Bereavement.
- ୫. ଶୃଙ୍ଗାରବିଶେଷ —୫. A love-sentiment (out of nine) appearing between
lovers.
[ଦ୍ରଷ୍ଟବ୍ୟ —କାବ୍ୟାଦିରେ ଦୁଇପ୍ରକାର ରସ କଥିତ;— ସମ୍ଭୋଗ ବା ସଂଯୋଗ ଶୃଙ୍ଗାର ଓ ବିପ୍ରଳମ୍ଭ ବା ବିୟୋଗ ଶୃଙ୍ଗାର ବିପ୍ରଲମ୍ଭ ଶୃଙ୍ଗାରରେ ନାୟକଙ୍କ ବିରହ— ଜନିତ ସନ୍ତାପ ଆଦର ବର୍ଣ୍ଣିତ ହୋଇଅଛି—ହିନ୍ଦୀ - ଶ.]
- ୬. ବିରୁଦ୍ଧ କର୍ମ —୬. Contrary act.