ବିପ୍ରଲମ୍ଭ

ଉଇକିଅଭିଧାନ‌ରୁ

ବିପ୍ରଲମ୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ର+ଲଭ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. କଳହ; ବିବାଦ —୧. Dispute; wrangling.
୨. ପ୍ରତାରଣା; ଛଳନା —୨. Deceit; fraud.
୩. ବିରହ —୩. Separation.
୪. ବିୟୋଗ —୪. Bereavement.
୫. ଶୃଙ୍ଗାରବିଶେଷ —୫. A love-sentiment (out of nine) appearing between
lovers.

[ଦ୍ରଷ୍ଟବ୍ୟ —କାବ୍ୟାଦିରେ ଦୁଇପ୍ରକାର ରସ କଥିତ;— ସମ୍ଭୋଗ ବା ସଂଯୋଗ ଶୃଙ୍ଗାର ଓ ବିପ୍ରଳମ୍ଭ ବା ବିୟୋଗ ଶୃଙ୍ଗାର ବିପ୍ରଲମ୍ଭ ଶୃଙ୍ଗାରରେ ନାୟକଙ୍କ ବିରହ— ଜନିତ ସନ୍ତାପ ଆଦର ବର୍ଣ୍ଣିତ ହୋଇଅଛି—ହିନ୍ଦୀ - ଶ.]

୬. ବିରୁଦ୍ଧ କର୍ମ —୬. Contrary act.