ବିଭକ୍ତ
ଦେଖଣା
ବିଭକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଭଜ୍ ଧାତୁ+କର୍ମ ତ)
[ସମ୍ପାଦନା]- ୧. ପୃଥକ୍କୃତ; ବିଭିନ୍ନ —୧. Divided; separated.
- ୨. ଭିନ୍ନ ଭିନ୍ନ ଅଂଶରେ ପୃଥକ୍ କୃତ — ୨. Partitioned; shared out.
- ୩. ସଂକ୍ରମିତ —୩. Converyed by contagion.
ଦେଶଜ - ବିଶେଷଣ - (ଗଣିତ)
[ସମ୍ପାଦନା]ପରବର୍ତ୍ତୀ ସଂଖ୍ୟାଦ୍ୱାରା ହରଣ କରା ଯାଇଥିବା (ପୂର୍ବବର୍ତ୍ତୀ ସଂଖ୍ୟା) — (mathematices; a number) Divided by another
[ଦ୍ରଷ୍ଟବ୍ୟ —ଗଣିତରେ ଗୋଟିଏ ରାଶିକୁ ଅନ୍ୟ ରାଶିଦ୍ୱାରା ବିଭକ୍ତ କରା ଗଲେ 'ପ୍ରଥମ ରାଶି ବିଭକ୍ତ ଦ୍ୱିତୀୟ ରାଶି' ବୋଲି ମୁହଁରେ ବୋଲିବାକୁ ହୁଏ; ଯଥା—୩/୫:କୁ ୩ ବିଭକ୍ତ ୫ ବୋଲାଯାଏ ଏହାର ଅର୍ଥ ୩ ସଂଖ୍ୟାକୁ ୫ ଦ୍ୱାର ବିଭକ୍ତ କରାଗଲା]