ବିଭକ୍ତି
ଦେଖଣା
ବିଭକ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଭଜ୍ ଧାତୁ+ଭାବ.ତି)
[ସମ୍ପାଦନା]- ୧. ଭାଗକରଣ; ବଣ୍ଟନ —୧. Partitioning; division.
- ୨. ରଚନା — ୨. Orderly arrangement; composition.
- ୩. (ବ୍ୟାକରଣ) ଶବ୍ଦରେ ଓ ଧାତୁରେ କାରକ, ବଚନ ଓ ପୁରୁଷ ବିଜ୍ଞାପନ ପ୍ରତ୍ୟୟ —୩. (grammar) An affix or termination denoting the case, person and number of a verb of word.