Jump to content

ବିଭ୍ରାଟ

ଉଇକିଅଭିଧାନ‌ରୁ

ବିଭ୍ରାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ବି+ଭ୍ରାଜ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. କ୍ୱିପ୍; ବିଭ୍ରାଜ; ୧ମା. ୧ବ.)[ସମ୍ପାଦନା]

ସଙ୍କଟ; ଆପଦ; ବିପଦ — Calamity; danger; adversity.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଦୀପ୍ତିଶୀଳ —୧. Dazzling.
୨. ସୁନ୍ଦର —୨. Elegant.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିପ୍ଳବ; ଗୋଳମାଳ ୧. Confusion; muddle; perplexity.
୨. ଅପବାଦ —୨. Scandal.
୩. ଶତ୍ରୁ ମର୍ଦ୍ଦନ — ୩. The act of curshing one's foes.

[ଉ—ଦୁର୍ବାର ବେନିଏ ହେଲେ ବଇରି—ବିଭ୍ରାଟେ ରାଧାନାଥ. ମହାଯାତ୍ରା]

=== ଦେଶଜ - ବିଣ—(ସଂସ୍କୃତ - ଭ୍ରଷ୍ଟ)

୧. ବନିଷ୍ଟ —୧. Spoiled.
୨. ପ୍ରକ୍ଷିପ୍ତ —୨. Scattered about.
୩. ଗୋଳମାଳିଆ —୩. Confused; muddled.
୪. ଦୁର୍ଣ୍ଣୀତିକ —୪. Immoral.
୫. ସାଧାରଣରେ ସପ୍ରତଟିତ; ପ୍ରଘଟ — ୫. Published; made public.
୬. କୁମାର୍ଗଗତ; କୁକ୍ରିୟାରତ — ୬. Gone astray, taking to evil ways.
୭. ଅବ୍ୟବସ୍ଥିତ —୭. Mismanaged.



ବିଭ୍ରାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଭ୍ରାଟ୍=ଆପଦ)[ସମ୍ପାଦନା]

୧. ଗୋଳମାଳ —୧. Ado; confusion.
୨. ଅବ୍ୟବସ୍ଥା; ବେବନ୍ଦୋବସ୍ତ ୨. Mismanagement;
୩. କୌଣସି ଗୁପ୍ତ ବିଷୟର ସର୍ବତ୍ର ପ୍ରଚାର —୩. Wide; publication of a secret.
୪. ଦୁର୍ନୀତି —୪. Immorality.