ବିମାନ

ଉଇକିଅଭିଧାନ‌ରୁ

ବିମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(କି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ୱା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶକୁ ପରିମାଣ ସମ୍ୱନ୍ଧେ ଜ୍ଞାନ ଜନ୍ମେ)[ସମ୍ପାଦନା]

୧. ଦେବ ରଥ; ଦେବତାମାନଙ୍କର ପୁରାଣୋକ୍ତ ଆକାଶଚାରୀ ରଥ —୧. A celestial car, a chariot of the gods; said to move in the sky.
୨. ବ୍ୟୋମଯାନ; ବେଲୁନ୍ —୨. Balloon; aeroplane.
୩. ଯାନ; ରଥ —୩. Car; carriage.
୪. ସିଂହାସନ —୪. Throne.
୫. ମଣ୍ଡପ — ୫. A roofed temple open on all sides; a canopied shade; pavilion.
୬. ସାତମହଲା କୋଠା —୬. Seven-storied building.
୭. ଅଶ୍ୱ; ଘୋଟକ —୭. Horse.
୮. ରାଜପ୍ରସାଦ —୮. Royal palace.
୯. (ବି+ମାନ) ଅସମ୍ମାନ — ୯. Disrespect.
୧. ପରିମାଣ —୧୦. Measure.
୧୧. ଦେଉଳର କାନ୍ଥ ଉପରେ ଥିବା ତ୍ରିକୋଣ ବା କ୍ରମ ସୂଷ୍ମ ଛାତ —୧୧. The tapering upper part or the roof of a temple.
୧୨. ଶବବାହୀ— ଯାନ —୧୩. Coffin; conveyance for conveying the dead body to the cremation or burial ground.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯେଉଁ ମଣ୍ଡାପାକୃତି କାଷ୍ଠଯାନରେ ଦେବମୂର୍ତ୍ତି— ମାନଙ୍କୁ ବସାଇ ସ୍ଥାନାନ୍ତରକୁ ନିଆଅଣା କରାଯାଏ — A canopied sedan in which idols are palces and carried from place to place.

ଦେଶଜ - ବିଶେଷଣ -[ସମ୍ପାଦନା]

ଅତୁଳନୀୟ —Incomparable.

(ଉ— ବେଶକୁ ଣିଖଣ୍ଡ ବିମାନ, ଚନ୍ଦନ କୁସୁମ ବସନ ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ)