ବିମାନ
Appearance
ବିମାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(କି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ୱା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶକୁ ପରିମାଣ ସମ୍ୱନ୍ଧେ ଜ୍ଞାନ ଜନ୍ମେ)
[ସମ୍ପାଦନା]- ୧. ଦେବ ରଥ; ଦେବତାମାନଙ୍କର ପୁରାଣୋକ୍ତ ଆକାଶଚାରୀ ରଥ —୧. A celestial car, a chariot of the gods; said to move in the sky.
- ୨. ବ୍ୟୋମଯାନ; ବେଲୁନ୍ —୨. Balloon; aeroplane.
- ୩. ଯାନ; ରଥ —୩. Car; carriage.
- ୪. ସିଂହାସନ —୪. Throne.
- ୫. ମଣ୍ଡପ — ୫. A roofed temple open on all sides; a canopied shade; pavilion.
- ୬. ସାତମହଲା କୋଠା —୬. Seven-storied building.
- ୭. ଅଶ୍ୱ; ଘୋଟକ —୭. Horse.
- ୮. ରାଜପ୍ରସାଦ —୮. Royal palace.
- ୯. (ବି+ମାନ) ଅସମ୍ମାନ — ୯. Disrespect.
- ୧. ପରିମାଣ —୧୦. Measure.
- ୧୧. ଦେଉଳର କାନ୍ଥ ଉପରେ ଥିବା ତ୍ରିକୋଣ ବା କ୍ରମ ସୂଷ୍ମ ଛାତ —୧୧. The tapering upper part or the roof of a temple.
- ୧୨. ଶବବାହୀ— ଯାନ —୧୩. Coffin; conveyance for conveying the dead body to the cremation or burial ground.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ମଣ୍ଡାପାକୃତି କାଷ୍ଠଯାନରେ ଦେବମୂର୍ତ୍ତି— ମାନଙ୍କୁ ବସାଇ ସ୍ଥାନାନ୍ତରକୁ ନିଆଅଣା କରାଯାଏ — A canopied sedan in which idols are palces and carried from place to place.
ଦେଶଜ - ବିଶେଷଣ -
[ସମ୍ପାଦନା]ଅତୁଳନୀୟ —Incomparable.
(ଉ— ବେଶକୁ ଣିଖଣ୍ଡ ବିମାନ, ଚନ୍ଦନ କୁସୁମ ବସନ ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ)