ବିରଜା

ଉଇକିଅଭିଧାନ‌ରୁ

ବିରଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବି+ରନ୍ଜ ଧାତୁ=ରଞ୍ଜିତ କରିବା+ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଦୂର୍ବା —୧. A species of creeping grass useful as fodder.
୨. ଯଯାତି ରାଜାଙ୍କ ମାତା ଓ ଜହୁଷଙ୍କ ସ୍ତ୍ରୀ —୨. The mother of King Jajāti.
୩. ରାଧିକାଙ୍କ ସଖୀବିଶେଷ —୩. One of the companions of Rādhikā.
୪. ଉତ୍କଳର ଶ୍ରୀକ୍ଷେତ୍ରରେ ବିରଜିତା ବିମଳାଠାକୁରାଣୀ — ୪. Name of the Goddess Bimaḻā at puri.
୫. ଶ୍ରୀକ୍ଷେତ୍ର; ଜଗନ୍ନାଥ କ୍ଷେତ୍ର; ପୁରୁଷୋତ୍ତମ; ପୁରୀ (ମତାନ୍ତରରେ ଯାଜପୁର) —୫. The holy place of Puri (in Orissa) or jaipur.
୬. ଯାଜପୁରରେ ପୂଜିତ ଦୁର୍ଗାଦେବୀ —୬. Name of the image of Durga worshpped at Jaipur.
୭. ନଦୀବିଶେଷ —୭. Name of a river.
୮. କପିତ୍ଥ ବୃକ୍ଷ —୮. The wood apple tree.