ବିରଞ୍ଚି ନାରାୟଣ
ଦେଖଣା
ବିରଞ୍ଚି ନାରାୟଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସହଚର)
[ସମ୍ପାଦନା]- ୧. ବ୍ରହ୍ମା ଓ ବିଷ୍ଣୁ — ୧. Brahmā and Bishṇu.
ବାଲେଶ୍ୱର ଜିଲ୍ଲା ପାଳିଆ ଗ୍ରାମରେ ପ୍ରତିଷ୍ଠିତ ଦେବତା ===
(ଉ—ମାଗଧ ଅନୁପେ ସୀମାସ୍ତମ୍ଭରୂପେ ଟେକିଛି ଶିର ଯେ ଦେଶେ ବିରିଞ୍ଚିନାରାୟଣଙ୍କର ତୁଙ୍ଗ ମନ୍ଦିର ରାଧାନାଥ ଉଷା)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୂର୍ଯ୍ୟଦେବ —The Sun-god.
ପ୍ରାଦେଶିକ - (ଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁରୂପୀ ସୂର୍ଯ୍ୟ— ମୂର୍ତ୍ତି —Name of an idol representing the Sun- god.
[ଦ୍ରଷ୍ଟବ୍ୟ —ଗଞ୍ଜାମର ବୁଗୁଡ଼ା ଗ୍ରାମର ଗୋଟିଏ ମଠରେ ଏ ଦେବତାଙ୍କର ମୂର୍ତ୍ତି ପୂଜିତ ହେଉଅଛନ୍ତି ଲୋକଙ୍କର ବିଇଞ୍ଚି ରୋଗ ହେଲେ ଲୋକେ ଏହାଙ୍କଠାରେ ଭୋଗ ମନାସ କରନ୍ତି ଶମ୍ୱର ଦଶମୀଦିନ ଏହାଙ୍କର ପ୍ରଧାନ ପର୍ବ ଓ ମେଳା ହୁଏ]