ବିରିଜାଇବା
ବିରିଜାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବିରିଜିବା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ବି+ରଞ୍ଜ ଧାତୁ)[ସମ୍ପାଦନା]
ଚିଡ଼ିବା; ଚିଡ଼ିଚିଡ଼ି ହେବା —୧. To warm up.
- ୨. (ଅଣ୍ଡ଼ିରା ଘୋଡ଼ା) ନିଜର ଉଦ୍ରକ୍ତ ଲିଙ୍ଗକୁ ନାଭୀ ପାଖେ ବାଡ଼େଇ ବୀର୍ଯ୍ୟ କ୍ଷରଣତ କରିବା —୨. (said of a horse) To in heat
- ୩. ଉନ୍ନତ୍ତତା ପ୍ରକାଶ କରିବା —୩. To show sings of madness.
- ୪. ରାଗରେ ଅସ୍ଥିର ହେବା —୪. To fly into a rage.
- ୫. କାମାତୁର ହେବାର ଚିହ୍ନ ପ୍ରକାଶ କରିବା —୫. To show singns of amorousness.
ପ୍ରାଦେଶିକ - (ଗଡ଼ଜାତ)କ୍ରି[ସମ୍ପାଦନା]
(ବାଘ ଆଦି ହିଂସ୍ର ଜୀବକୁ ଦେଖକି ଗାଈ, ମଈଷୀ ଆଦି) ହୁରୁଡ଼ିବା ଓ ରାବ କରିବା —To be startled and to low (said of cows and buffaloes when they see a toiger or smell its presence in the vicinity),
ପ୍ରାଦେଶିକ - (ସମ୍ୱଲପୁର)ବି[ସମ୍ପାଦନା]
ବିରକ୍ତ ହେବା — To be vexed.