ବିରି ଫେଣାଇବା
ଦେଖଣା
ବିରି ଫେଣାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରି ଫେଣାଇବା
|
(ବିରି ଫେଣିଆଇବା—ଅନ୍ୟରୂପ)
ବିରି ଫେଣା, ବିରି ଫେଣିଆ(ଆଁ)ବିଶେଷ୍ୟ
ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ରୀହି+ଫେନାୟ ଧାତୁ)
[ସମ୍ପାଦନା]ବଟା ବିରିକୁ ହାତଦ୍ୱାରା ବିଶେଷ ପରିମାଣରେ ଓ ଫୁଲୁକା କରିବା —To agitate pasted Biri for a long time and make it bloated.