ବିରି ଫେଣେଇବା
ବିରି ଫେଣେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବିରି ଫେଣେଇବା
|
(ବିରି ଫେଣିଆଇବା—ଅନ୍ୟରୂପ)
ବିରି ଫେଣା, ବିରି ଫେଣିଆ(ଆଁ)ବିଶେଷ୍ୟ
ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ରୀହି+ଫେନାୟ ଧାତୁ)[ସମ୍ପାଦନା]
ବଟା ବିରିକୁ ହାତଦ୍ୱାରା ବିଶେଷ ପରିମାଣରେ ଓ ଫୁଲୁକା କରିବା —To agitate pasted Biri for a long time and make it bloated.