Jump to content

ବିଲବାଡ଼ି

ଉଇକିଅଭିଧାନ‌ରୁ

ବିଲବାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]
୧. ଭୂସମ୍ପତ୍ତି —୧. Immoveable property.
୨. ଚାଷ ଜମି —୨. Agricultural land.

(ଉ—କେହି ବିଲବାଡ଼ିକୁ ଯିବାକୁ ନାହିଁ—ଫକୀର ଛମାଣ ଆଠଗୁଣ୍ଠ; ଉ—ବିଲବାରି କାମ ନ ଥିବାରୁ xxx ସ୍ନାନଯାତ୍ରା ଦେଖିବାକୁ ଯାଉଛନ୍ତି—ଫକୀର ଛମାଣ ଆଠଗୁଣ୍ଠ)

୩. ଚାଷଜମି ଓ ଘରବାଡ଼ି ଜମି — ୩. Agricultural and homestead lands.