ବିଲାତି ବାଇଗବା

ଉଇକିଅଭିଧାନ‌ରୁ

ବିଲାତି ବାଇଗବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଛୋଟ ଓ ନାଲି ବାଇଗବା ଗୁଳ୍ମ — Jatropha Gossifolia; jatropha Multifia (Kirtikar).

(ଦ୍ର—ଏହା ଦକ୍ଷିମଆମେରିକାସ୍ଥ ବ୍ରାଜିଲ ଦେଶର ଗଛ ଏ ଦେଶରେ ଏହା ବନ୍ୟ ହୋଇଯାଇଅଛି ଏହା ପଡ଼ିଆରେ ମନକୁ ଉଠେ ଏହା ଉଚ୍ଚରେ ଦୁଇ ହାତ ପର୍ଯ୍ୟନ୍ତ ବଢ଼େ ଦାନ୍ତକାଠିରୂପେ ବ୍ୟବହୃତ ହୁଏ ଏହାର ଫୁଲ ଲାଲବର୍ଣ୍ଣ ଫଳ ବାଇଗବା ଫଳ ପରି ଯାଜପୁର ଅଞ୍ଚଳରେ ଏହାକୁ ଲଙ୍କା ଆମ୍ୱ କହନ୍ତି)