ବିଲାତ୍
ଦେଖଣା
ବିଲାତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଆରବୀ - ବିଲାୟତ୍, ବିଲାୟତ=ସହର)
[ସମ୍ପାଦନା]- ୧. ଇଂଲଣ୍ଡ ଦେଶ —୧. England.
- ୨. ଲଣ୍ଡନ ସହର —
୨. London.
ଅନୁବାଦ
[ସମ୍ପାଦନା]ବିଲାଇତ୍, ବିଲାଏତ୍, ବିଲାୟତ୍, ବିଲାୟେତ୍ଅନ୍ୟରୂପ
- ୩. ଇଉରୋପ —୩. Europe.
- ୪. ଭାରତବହିର୍ଭୂତ ଦେଶ —୪. A country outside India.
- ୫. ମୁସଲମାନ ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶ —୫. Different provinces of a Muslim kingdom.
[ଦ୍ରଷ୍ଟବ୍ୟ —ମୁସଲମାନ୍ମାନେ ଆପଣା ଦେଶ ଛଡ଼ା, ଅନ୍ୟ— ଦେଶକୁ ବିଲାତ୍ କହନ୍ତି, କିନ୍ତୁ ପାରସ୍ୟରେ ବିଲାତ୍ର ଅର୍ଥ ସ୍ୱଦେଶ]