ବିଲ୍ୱାନ୍ତର
ନର୍ମଦା ନଦୀ ତୀରର୍ତ୍ତୀ ବନ୍ୟ କଣ୍ଟକୀ ବୃକ୍ଷ— ବିଶେଷ —A tree growing wild on the banks of the Nerbudda river.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଶମୀ ବୃକ୍ଷର ପତ୍ର ଏବଂ ଫୁଲ ଜାତୀ ଫୁଲ ପରି, ବୃକ୍ଷର ଗାତ୍ର କଣ୍ଟକଯୁକ୍ତ]