ବିଶଲ୍ୟକୃତ୍
ଦେଖଣା
ବିଶଲ୍ୟକୃତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ବିଶଲ୍ୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ଯାତନା ମୁକ୍ତ —୧. Freed from pain
- ୨. ଯାତନାନାଶକ —୨. Alleviating pain.
- ୩. ଯାହା ଦେହରେ ପ୍ରବିଷ୍ଟ ଶରକୁ କାଢ଼ି ପାରେ —୩. Having the powers of extracting an arrow which has penetrated into the body.
ଅନୁବାଦ
[ସମ୍ପାଦନା]ବିଶଲ୍ୟକୃତ୍
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଶଲ୍ୟକରଣୀ (୩) (ଦେଖ) - କ୍ଷତ ଓ ବେଦନା ନାଶକ ଲତାବିଶେଷ —Echites Dichotoma; Vallerius Heynei (Kirtikar); a kind of herbarious creeper.