ବିଶୁଦ୍ଧ

ଉଇକିଅଭିଧାନ‌ରୁ

ବିଶୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବିଶୁଦ୍ଧତା, ବିଶୁଦ୍ଧିବିଶେଷ୍ୟ

  • (file)
  • (file)

ସଂସ୍କୃତ - ବିଶେଷଣ - (ବି+ଶୁଦ୍ଧ)[ସମ୍ପାଦନା]

୧. ପବିତ୍ର —୧. Holy; sacred.
୨. ନିର୍ମଳ —୨. Pure; clean.
୩. ଅମିଶ୍ରିତ — ୩. Unmixed; unadulterated.
୪. ପାପରହିତ —୪. Sinless.
୫. ଅସଲ; ଖାଣ୍ଟି —୫. Genuine.
୬. ଭ୍ରମପ୍ରମାଦହୀନ — ୬. Correct; free from error.