ବିଶୁଳିପାତି

ଉଇକିଅଭିଧାନ‌ରୁ

ବିଶୁଳିପାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିଶଳପାତି (ଦେଖ) - —୧. Biṡaḻa pāti (See)
୨. ଆଦେଶ ଲଙ୍ଘନକାରୀ — ୨. Disregarding or disobeying orders.
୩. ବିଶ୍ୱାସଘାତକ —୩. Perfidious
୪. ବିଷପ୍ରୟୋଗଦ୍ୱାରା ହତ୍ୟାକାରୀ —୪. Killing people by poisoning.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଷ ଆଦି ପ୍ରୟୋଗଦ୍ୱାରା ହତ୍ୟାକାରୀ ବଯୁକ୍ତି —୧. A poisoner
୨. ବିଷପ୍ରୟୋଗ—ଦ୍ୱାରା ହତ୍ୟା —୨. Killing people or animals by administering poison.

(ଉ—ଗୋହତ୍ୟା ବ୍ରହ୍ମହତ୍ୟାମାନ, ବିଶୁଳିପାତ ସୁରାପାନ—ପ୍ରାଚୀ. ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା)