ବିଶେଷଜ୍ଞ
ଦେଖଣା
ବିଶେଷଜ୍ଞ
ଉଚ୍ଚାରଣ
[ସମ୍ପାଦନା](ବିଶେଷଜ୍ଞା—ସ୍ତ୍ରୀ)
[ବିଶେଷଜ୍ଞତା—ବି]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବିଶେଷ+ଜ୍ଞା. ଧାତୁ=ଜାଣିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅଭିଜ୍ଞ —୧. Experienced.
- ୨. ସୁପଣ୍ଡିତ — ୨. Very learned.
- ୩. କୌଣସି ବିଷୟରେ ବିଶିଷ୍ଟ ଜ୍ଞାନ ଥିବା (ବ୍ୟକ୍ତି) —୩. (a person) Having expert knowledge.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବିଦ୍ୟାରେ ବା କଳାରେ ବିଶିଷ୍ଟ ଜ୍ଞାନବାନ୍ ବ୍ୟକ୍ତି An expert.