ବିଶେଷଜ୍ଞ

ଉଇକିଅଭିଧାନ‌ରୁ

ବିଶେଷଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିଶେଷଜ୍ଞା—ସ୍ତ୍ରୀ) 

[ବିଶେଷଜ୍ଞତା—ବି]

  • (file)

ସଂସ୍କୃତ - ବିଶେଷଣ - (ବିଶେଷ+ଜ୍ଞା. ଧାତୁ=ଜାଣିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଅଭିଜ୍ଞ —୧. Experienced.
୨. ସୁପଣ୍ଡିତ — ୨. Very learned.
୩. କୌଣସି ବିଷୟରେ ବିଶିଷ୍ଟ ଜ୍ଞାନ ଥିବା (ବ୍ୟକ୍ତି) —୩. (a person) Having expert knowledge.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୌଣସି ବିଦ୍ୟାରେ ବା କଳାରେ ବିଶିଷ୍ଟ ଜ୍ଞାନବାନ୍ ବ୍ୟକ୍ତି An expert.