Jump to content

ବିଶୋଧୀ

ଉଇକିଅଭିଧାନ‌ରୁ

ବିଶୋଧୀ

ଉଚ୍ଚାରଣ

[ସମ୍ପାଦନା]
(ବିଶୋଧିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—[ବି+ଶୁଧ୍ ଧାତୁ ଣିଚ୍(= ଶୋଧି ଧାତୁ= ନିର୍ମଳ ହେବା ବା କରିବା—କର୍ତ୍ତୃ. ଇନ୍; ବିଶୋଧିନ୍; ୧ମା. ୧ବ]

[ସମ୍ପାଦନା]

ଶୋଧନକାରକ — Purifying.