ବିଶ୍ୱବିଦ୍ୟାଳୟ

ଉଇକିଅଭିଧାନ‌ରୁ

ବିଶ୍ୱବିଦ୍ୟାଳୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Biṡwabidyāḻaya.
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo bˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ ˈɔj ˈakaɾ ˈl̩ʌ ˈɔj
  • (file)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)[ସମ୍ପାଦନା]

ଉଚ୍ଚଶିକ୍ଷାର କେନ୍ଦ୍ରହ— ସ୍ଥଳ; ଜଗତର ସମସ୍ତ ବିଦ୍ୟା ଶିଖିବାର ସ୍ଥାନ —University.

[ଦ୍ରଷ୍ଟବ୍ୟ —ଏଣ୍ଟ୍ରାନସ୍ ବା ମାଟ୍ରିକ୍ୟୁଲେସନ୍ ବା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାର୍ଥୀ ବିଶ୍ୱବିଦ୍ୟାଳୟରେ ପ୍ରବେଶ ଲାଭ କରେ; କ୍ରମଶଃ ଏଫ୍. ଏ. ବା. ଆଇ. ଏ., ବିଶେଷ୍ୟ - ଏ. ଏମ୍. ଏ ଓ ଡାକ୍ତର ଆଦି ଉପାଧି ଲାଭ କରେ ଏବଂ ଜ୍ଞାନର ଯେଉଁ ଶାଖା ଆଲୋଚନା କରିବାକୁ ଛାତ୍ର ଇଚ୍ଛା କରେ, ବିଶ୍ୱବିଦ୍ୟାଳୟର ସେହି ଶାଖାରେ ସେ ଅଧ୍ୟୟନ କରିପାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ଇଲାକା ===

୧. କଲିକତା ବିଶ୍ୱବିଦ୍ୟାଳୟ—ବଙ୍ଗ ପ୍ରଦେଶ, ଆସାମ ଓ ନିକଟବର୍ତ୍ତୀ ଦେଶୀୟ ରାଜ୍ୟସମୂହ ୨ ବମ୍ୱେ ବିଶ୍ୱବିଦ୍ୟାଳୟ—ବମ୍ୱେ ପ୍ରଦେଶ ଓ ନିକଟବର୍ତ୍ତୀ ଦେଶୀୟ ରାଜ୍ୟମାନ ୩ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ—ମାନ୍ଦ୍ରାଜ ପ୍ରଦେଶ. ଆନ୍ଧ୍ରପ୍ରଦେଶ ଓ କୁର୍ଗ ବ୍ୟତୀତ ଅନ୍ୟ ରାଜ୍ୟମାନ ୪ ପଞ୍ଜାବ ବିଶ୍ୱବିଦ୍ୟାଳୟ—(ରାଜଧାନୀ ଲାହୋର) ପଞ୍ଜାବ, ଉତ୍ତର—ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ବେଲୁଚିସ୍ଥାନ ୫ ଆଲାହାବାଦ ବିଶ୍ୱବିଦ୍ୟାଳୟ —ଯୁକ୍ତ ପ୍ରଦେଶ, ଅଜମୀର, ମେରବାଇ ୬ ବନାରସହିନ୍ଦୁ ବିଶ୍ୱବିଦ୍ୟାଳୟ —ବନାରସ ଜିଲ୍ଲା ଓ ସମଗ୍ର ଭାରତ ୭ ମହୀଶୂର ବିଶ୍ୱବିଦ୍ୟାଳୟ— (ସିକନ୍ଦରାବାଦ) ହାଇଦ୍ରାବାଦ ନିଜାମ ରାଜ୍ୟ ୧ ଢାକ୍କା ବିଶ୍ୱବିଦ୍ୟାଳୟ —ଢାକାଠାରୁ ୫ ମାଇଲି ବ୍ୟାସାର୍ଦ୍ଧରେ ଚାରିଆଡ଼େ ଅଞ୍ଚଳ୧୧: ଆଲିଗଡ଼ ବିଶ୍ୱବିଦ୍ୟାଳୟ —ଆଲିଗଡ଼ଠାରୁ ୧ ମାଇଲ ବ୍ୟାସାର୍ଦ୍ଦରେ ଚାରିଆଡ଼େ ୧୨: ରେଙ୍ଗୁନ ବିଶ୍ୱବିଦ୍ୟାଳୟ—ବ୍ରହ୍ମଦେଶ ୧୩: ଲଖନଉ ବିଶ୍ୱବିଦ୍ୟାଳୟ—ଲଖନଉ ୧୪: ଦିଲ୍ଲୀ ବିଶ୍ୱବିଦ୍ୟାଳୟ—ଦିଲ୍ଲୀ ୧୫: ନାଗପୁର ବିଶ୍ୱବିଦ୍ୟାଳୟ— ମଧ୍ୟପ୍ରଦେଶ, ବେରାର୧୬: ଆନ୍ଧ୍ର ବିଶ୍ୱବିଦ୍ୟାଳୟ— ମାନ୍ଦ୍ରାଜ ପ୍ରଦେଶରେ ଆନ୍ଧ୍ର ବା ତେଲୁଗୁଭାଷୀ ଅଞ୍ଚଳ]