ବିଶ୍ୱବିଦ୍ୟାଳୟ ଉପାଧି

ଉଇକିଅଭିଧାନ‌ରୁ

ବିଶ୍ୱବିଦ୍ୟାଳୟ ଉପାଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Biṡwabidhyāḻaya upādhi
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo bˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ ˈɔj ˈakaɾ ˈl̩ʌ ˈɔj ˈupadʰˌi
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟରୁ ମିଳିବା ଉପାଧି— (ଯଥା—ବିଶେଷ୍ୟ - ଏ. ଏମ୍. ଏ, ବିଶେଷ୍ୟ - ଏଲ୍) University titles or degrees.

[ଦ୍ରଷ୍ଟବ୍ୟ —ଆଧୁନିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ସଙ୍ଗେ ଆମ ଦେଶରେ ଓ ଭାଷାରେ ଅନେକ ଗୁଡ଼ିଏ ଇଂରେଜ ଶବ୍ଦ ପ୍ରବେଶ କରିଅଛି ଯଥା—ପ୍ରଫେସର୍, ଲେକଚରର୍, ଚାନ୍ସେଲର, ଭାଇସ୍ ଚାନ୍ସେଲର୍, ରେଜିଷ୍ଟ୍ରାର,. କନଭୋ କେସନ୍ ସିଣ୍ଡିକେଟ, ସିନେଟ୍, କଲେଜ୍, ସାଏନ୍ସ୍ ବୋଟାନି, ବିଶେଷ୍ୟ - ଏ; ଏମ୍. ଏ; ବିଶେଷ୍ୟ - ଏଲ୍; ବିଶେଷ୍ୟ - ଏସ୍ସି; ପ୍ରିନ୍ସିପାଲ, ଆର୍ଟ୍ସ ଉତ୍ୟାଦି]