Jump to content

ବିଶ୍ୱାସ

ଉଇକିଅଭିଧାନ‌ରୁ

ବିଶ୍ୱାସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ବି+ଶସ ଧାତୁ=ବିଶ୍ୱାସ କରିବା+ଭାବ. ଅ)

[ସମ୍ପାଦନା]
୧. ପ୍ରତ୍ୟୟ; ଆସ୍ଥା; ନିର୍ଭର —୧. Trust; confidence; reliance.
୨. ଶ୍ରଦ୍ଧା —୨. Respect.
୩. ଧର୍ମସମ୍ୱନ୍ଧୀୟ ବିଶ୍ୱାସ —୩. Religious faith.
୪. ଧାରଣା —୪. Conception; conviction.
୫. ଆଶା —୫. Hope.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁପ୍ତକଥା — ୧. Secret matter.

[ଉ—ଆସ ମଇତ୍ର ମୋର ପାଶ କହିବି ଏକାନ୍ତ ବିଶ୍ୱାସ ଗଜନିସ୍ତାରଣ

ଦେଶଜ - ବିଣ— (ସଂସ୍କୃତ - ବିଶ୍ୱାସୀ)

[ସମ୍ପାଦନା]

ବିଶ୍ୱସ୍ତ; ବିଶ୍ୱାସର ପାତ୍ର; ବିଶ୍ୱାସର ସ୍ଥଳ — Trusted.]

[ଉ—ମୋର ବିଶ୍ୱାସ ତୁ, ଏଣୁ କହୁଛି, ଆଣି ଦେବୁ ନନ୍ଦର ବେନି ବଛି ଭକ୍ତଚରଣ. ମଥୁରାମଙ୍ଗଳ]