Jump to content

ବିଷକ୍ତ

ଉଇକିଅଭିଧାନ‌ରୁ

ବିଷକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ସନ୍ଜ ଧାତୁ=ଆଲିଙ୍ଗନ କରିବା; ଲାଗିବା+ କର୍ତ୍ତୃ. ତ; ଷତ୍ୱ ବିଧାନ)

[ସମ୍ପାଦନା]
୧. ଆସକ୍ତ —୧. Addicted to.
୨. ସଂଲଗ୍ନ —୨. Attached.