ବିଷୋଇ
ଦେଖଣା
ବିଷୋଇ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବିଷୟୀ)
[ସମ୍ପାଦନା]- ୧. ବିଶୋଇ (ଦେଖ) - — ୧. Biṡoi (See)
- ୨. ହିସାବପତ୍ର ଲେଖିବା ରାଜ କର୍ମଚାରୀ —୨. An accountant.
- ୩. ଖଣ୍ଡାଏତ ଓ ଶୁଦ୍ରଙ୍କର ବଂଶ ଉପାଧି ବିଶେଷ —୩. Name of a family-title of Khandaets and Sudras
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ସଂସାର ବିଷୟାସକ୍ତ —Addicted to worldy concerns.